ଜଳୁଛି ଅଧା ଓଡ଼ିଶା; ବିଭିନ୍ନ ଜିଲ୍ଲାରେ ବଢ଼ିଚାଲିଛି ତାତି

ଭୁବନେଶ୍ୱର: ଜଳୁଛି ଅଧା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରୁ ମିଳୁନି ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାତାର ବଢିଚାଲିଛି ତାତି । ଗତକାଲି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା…

View More ଜଳୁଛି ଅଧା ଓଡ଼ିଶା; ବିଭିନ୍ନ ଜିଲ୍ଲାରେ ବଢ଼ିଚାଲିଛି ତାତି

ଯାଜପୁର: ନରବଳି ମାମଲାରେ ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲାର  କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁରେ ଘଟିଥିବା ଏକ ନରବଳି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀ ଦୀପକ ବାରିକକୁ ଦଣ୍ଡାଦେଶ…

View More ଯାଜପୁର: ନରବଳି ମାମଲାରେ ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ପଶ୍ଚିମବଙ୍ଗ ମେଦିନୀପୁର୍ ଅଞ୍ଚଳର ଖୋକନ୍ ମାଇତିକୁ ଆଜୀବନ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ…

View More ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଦେବୀଦୁର୍ଗା ଜୁଏଲାରି ମାଲିକଙ୍କୁ ଗୁଳିମାଡ଼ ଘଟଣା: ଡେମୋ ଦେଖାଇଲେ ରାଜେଶ ଓ ରବୀନ

ଭୁବନେଶ୍ବର : ଚକରା ଗ୍ୟାଙ୍ଗ୍‌ର ମୁଖିଆ ରାଜେଶ ମହାପାତ୍ର କୋର୍ଟରେ ଆତ୍ମସମର୍ପଣ କରି ୫ଦିନଆ ରିମାଣ୍ଡରେ ଆସିଥିବା ‌ବେଳେ ପୁଲିସ ତା’ଠାରୁ ଅନେକ ତଥ୍ୟ ହାତେଇଛି। ସେ କିଭଳି ଅପରାଧ ଘଟାଇ ରାଜଧାନୀରେ ଆତଙ୍କ…

View More ଦେବୀଦୁର୍ଗା ଜୁଏଲାରି ମାଲିକଙ୍କୁ ଗୁଳିମାଡ଼ ଘଟଣା: ଡେମୋ ଦେଖାଇଲେ ରାଜେଶ ଓ ରବୀନ

ସରିଲା ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ୩ଲକ୍ଷରୁ ଅଧିକ ଗ୍ରାହକ ବୁଲିଲେ

ଭୁବନେଶ୍ବର: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି। ଗତ ୨୦ ତାରିଖରୁ ଚାଲିଥିବା ଏହି ମେଳାରେ ଏମ୍‌ଏସ୍‌ଏମ୍‌ଇ, ଆଭାନା, ଡିସି (ହସ୍ତଶିଳ୍ପ)…

View More ସରିଲା ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ୩ଲକ୍ଷରୁ ଅଧିକ ଗ୍ରାହକ ବୁଲିଲେ

ଯୁବତୀଙ୍କ ଛାତିରୁ ବାହାରିଲା ୩ କେଜିର ଟ୍ୟୁମର୍‌

ଭୁବନେଶ୍ବର: ସମ୍‌ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ଜଣେ ଯୁବତୀଙ୍କ ଛାତିରୁ ୩ କେଜି ଓଜନର ଟ୍ୟୁମର ବାହାର କରାଯାଇଛି। ହସ୍ପିଟାଲର ସିଟିଭିଏସ ବିଭାଗ ମୁଖ୍ୟ ଦେବାଶିଷ ସାହୁଙ୍କ ନେତୃତ୍ବରେ ଗଠିତ ଟିମ୍‌ ଏହି ଅସ୍ତ୍ରୋପଚାର…

View More ଯୁବତୀଙ୍କ ଛାତିରୁ ବାହାରିଲା ୩ କେଜିର ଟ୍ୟୁମର୍‌

ବିଶ୍ୱ ତମାଖୁ ବର୍ଜନ ଦିବସ: ୧୦ ବର୍ଷରୁ ତମାଖୁ ଖା‌ଉଛନ୍ତି ପିଲା

ଭୁବନେଶ୍ବର: ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ପ୍ରତିଶତ ପୁରୁଷ ଓ ୨୬ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମାଖୁର ସେବନ କରୁଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ମିଳିଛି। ଜାତୀୟସ୍ତରରେ ୩୮ପ୍ରତିଶତ ପୁରୁଷ…

View More ବିଶ୍ୱ ତମାଖୁ ବର୍ଜନ ଦିବସ: ୧୦ ବର୍ଷରୁ ତମାଖୁ ଖା‌ଉଛନ୍ତି ପିଲା

ନିର୍ବାଚନ ବେଳର ପ୍ରତିଶ୍ରୁତି ପାଣିର ଗାର: ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ସାଇନାଥ ବସ୍ତିର ୬୦ ପରିବାର

ଖଣ୍ଡଗିରି: ପେଟ ପୋଷିବାକୁ ଗାଁ ଛାଡ଼ି ରାଜଧାନୀକୁ ଚାଲିଆସିଥିଲେ। ଦୀର୍ଘ ୧୦ ବର୍ଷ ହେଲା ଭରତପୁର ସାଇନାଥ ବସ୍ତି ଥିଲା ସେମାନଙ୍କ ଆଶ୍ରୟସ୍ଥଳ। ମାତ୍ର ହଠାତ୍ ସବୁ କିଛି ବଦଳିଗଲା। ବିଏମ୍‌ସିର ବୁଲ୍‌ଡୋଜର୍‌ ସେମାନଙ୍କ…

View More ନିର୍ବାଚନ ବେଳର ପ୍ରତିଶ୍ରୁତି ପାଣିର ଗାର: ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ସାଇନାଥ ବସ୍ତିର ୬୦ ପରିବାର

ଉପକୂଳ ମେଘୁଆ, ଗୁଳୁଗୁଳି ପିଛା ଛାଡ଼ୁନି

ଭୁବନେଶ୍ବର : ସୋମବାର ଦିନ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତରପ୍ରଦେଶ, ବିହାର ମଧ୍ୟ ଦେଇ ଉତ୍ତର ବାଂଲାଦେଶ ଯାଏ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯…

View More ଉପକୂଳ ମେଘୁଆ, ଗୁଳୁଗୁଳି ପିଛା ଛାଡ଼ୁନି

୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ…

View More ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ