ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ବି-ଟାଉନ୍ର ଏବେ ସବୁଠାରୁ ଅଧିକ ଲୋକପ୍ରିୟ ଯୋଡ଼ି। ଏହି ଦୁଇ ଜଣ ବିବାହ କରିବା ପରେ ବେଶ୍ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି। ବିବାହର ମାତ୍ର…
View More ସ୍ବାମୀ ଭିକି କୌଶଲଙ୍କୁ ନିଆରା ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନ୍ କୈଫ୍Category: Slider
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ଓଡ଼ିଶା ସରକାର
ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍ ଅନ ରେକର୍ଡ ଗୌରଭ…
View More ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ଓଡ଼ିଶା ସରକାରଫ୍ରାନ୍ସର ଦ୍ବିତୀୟ ମହିଳା ପ୍ରଧାନମନ୍ତ୍ରୀ ରୂପେ ଏଲିଜାବେଥ ବୋର୍ନ ନିଯୁକ୍ତ
ପ୍ୟାରିସ: ସୋମବାର ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଏଲିଜାବେଥ ବୋର୍ନ ନିଯୁକ୍ତ ହୋଇଛନ୍ତି। ସେ ଦେଶରେ ଏହି ପଦବୀରେ ଅବସ୍ଥାପିତ ଦ୍ୱିତୀୟ ମହିଳା। ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଜନ କାଷ୍ଟେକ୍ସ ଗତ ମାସରେ ଇସ୍ତଫା…
View More ଫ୍ରାନ୍ସର ଦ୍ବିତୀୟ ମହିଳା ପ୍ରଧାନମନ୍ତ୍ରୀ ରୂପେ ଏଲିଜାବେଥ ବୋର୍ନ ନିଯୁକ୍ତଜୁନ ୧୨ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ; ଆଗାମୀ ସପ୍ତାହରେ ଚୂଡ଼ାନ୍ତ ହେବ ଟିକେଟ ଦର
କଟକ: ଏକ ଲମ୍ବା ସମୟର ବ୍ୟବଧାନ ପରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଆର୍ନ୍ତଜାତୀୟ କ୍ରିକେଟ ମ୍ୟାଚ । ଆସନ୍ତା ଜୁନ ୧୨ ତାରିଖ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା…
View More ଜୁନ ୧୨ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ; ଆଗାମୀ ସପ୍ତାହରେ ଚୂଡ଼ାନ୍ତ ହେବ ଟିକେଟ ଦରକୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା; ଆପଣେଇଛନ୍ତି ବିରାଟଙ୍କ ଷ୍ଟାଇଲ
ବ୍ରହ୍ମପୁର: ବୟସ ମାତ୍ର ୩ ବର୍ଷ ନଅ ମାସ । କିନ୍ତୁ ତାଙ୍କର କ୍ରିକେଟ ଖେଳ ଯିଏ ଦେଖେ ସେ ଆବାକ ହୋଇ ରହିଯାଏ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ନୟନ ବିହାରର ପ୍ରାଜ୍ଞ…
View More କୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା; ଆପଣେଇଛନ୍ତି ବିରାଟଙ୍କ ଷ୍ଟାଇଲଆରମ୍ଭ ହେବ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ: ହିନ୍ଦୁତ୍ୱର ବିକାଶ ପ୍ରସଙ୍ଗକୁ ଦିଆଯିବ ପ୍ରାଥମିକତା
ଭୁବନେଶ୍ୱର: ହିନ୍ଦୁଙ୍କ ଗୌରବର ପୁନଃ ପ୍ରତିଷ୍ଠା ଓ ହିନ୍ଦୁ ସୁରକ୍ଷାର ସଂକଳ୍ପ ପାଇଁ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ, ସମ୍ମାନଯୁକ୍ତ ହିନ୍ଦୁ ହେବାର ଲକ୍ଷ୍ୟ…
View More ଆରମ୍ଭ ହେବ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ: ହିନ୍ଦୁତ୍ୱର ବିକାଶ ପ୍ରସଙ୍ଗକୁ ଦିଆଯିବ ପ୍ରାଥମିକତାମାଟିରେ ମିଶିଲା ମନ୍ଦିର; ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ପୂଜକ
ଭୁବନେଶ୍ୱର: ଭାଙ୍ଗିଛି ମନ୍ଦିର। ମାଟିରେ ମିଶିଲା ରାଜଧାନୀର ବହୁ ପୁରାତନ ତାରିଣୀ ମନ୍ଦିର। ଉଚ୍ଛେଦ ହୋଇଛି ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର। ସ୍ମାର୍ଟ ଜନପଥ କାମ ପାଇଁ ବିଏମସି ଓ ବିଏସସିଏଲ ପକ୍ଷରୁ…
View More ମାଟିରେ ମିଶିଲା ମନ୍ଦିର; ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ପୂଜକମାଗଣାରେ ସେନା ତାଲିମ ଦେଉଛନ୍ତି ସୀମାଞ୍ଚଳ; ରାଜ୍ୟ ବାହାରୁ ଆସୁଛନ୍ତି ପିଲା
ବ୍ରହ୍ମପୁର: ସେନା ବାହିନୀରୁ ଅବସର ନେବା ପରେ ସେନା ବାହିନୀରେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ନିମନ୍ତେ ସେ ଦେଉଛନ୍ତି ମାଗଣା ତାଲିମ । ଶହ ଶହ ଯୁବକ ସକାଳ ହେଲେ ତାଙ୍କ ଠାରୁ…
View More ମାଗଣାରେ ସେନା ତାଲିମ ଦେଉଛନ୍ତି ସୀମାଞ୍ଚଳ; ରାଜ୍ୟ ବାହାରୁ ଆସୁଛନ୍ତି ପିଲା